Surprise Me!

ଯୁବବର୍ଗଙ୍କୁ ମୋହନ ସରକାରଙ୍କ ଭେଟି; 42 ହେଲା ସରକାରୀ ଚାକିରୀ ବୟସ ସୀମା, ବଢିଲା ରାଜନୀତି

2025-05-29 3 Dailymotion

ସରକାରୀ ଚାକିରୀରେ ବୟସ ସୀମା ବୃଦ୍ଧି ପରେ ରଜନୀତି ଜୋର ଧରିଲା । ରାଜନୈତିକ ଉଦେଶ୍ୟ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ବିରୋଧୀ ଆଣିଲେ ଅଭିଯୋଗ ।