ବର୍ଷା ଦିନ ପାଇଁ ସ୍ବାସ୍ଥ୍ୟ ବିଭାଗର ଆକ୍ସନ ପ୍ଲାନ । ଜଳବାହିତ ରୋଗ ଉପରେ ନଜର । ଲୋକଙ୍କୁ ସଚେତନତା ଓ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଧିକ ଗୁରୁତ୍ବ ।