ରଜ ଉପଲକ୍ଷେ ଆସୁଛି ଓଡ଼ିଆ ଫିଲ୍ମ "ଫାଷ୍ଟ ଲଭ୍" । ଯେଉଁଥିରେ ୯୦ ଦଶକର ପ୍ରେମ କାହାଣୀ ସହ ବଖାଣିବ କିଙ୍ଗ ଖାନଙ୍କ ଫ୍ୟାନଙ୍କ ପାଗଳାମିର କାହାଣୀ ଦେଖିବାକୁ ମିଳିବ ।