Surprise Me!

ସମ୍ବଲପୁର ଶୀତଳଷଷ୍ଠୀକୁ କାହିଁକି ଆସନ୍ତି କିନ୍ନର ? କ’ଣ ରହିଛି ରହସ୍ୟ ?

2025-05-31 1,040 Dailymotion

ଅଦ୍ଭୁତ ଐତିହ୍ୟ ନିଆରା ପରମ୍ପରା । ବିନା ନିମନ୍ତ୍ରଣରେ ହୋଇଯାଆନ୍ତି ହାଜର । ଅର୍ଦ୍ଧନାରୀଶ୍ୱର ମହାଦେବ ଶିବ ଓ କିନ୍ନରଙ୍କ ମଧ୍ୟରେ ସଂପର୍କ କଣ ? ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ ।