Surprise Me!

ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ; ଆଜି ରାତିରେ ହର ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା

2025-06-01 198 Dailymotion

ଘଣ୍ଟ ଘଣ୍ଟା ମନ୍ତ୍ରପାଠ ସହ ପୁରା ମାନବୀୟ ରିତିନୀତିରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କନ୍ୟାଦାନ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।