Surprise Me!

ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା, ମନ୍‌ କି ବାତ୍‌ରେ ପ୍ରଂଶସା କରିଥିଲେ ମୋଦି

2025-06-01 10 Dailymotion

ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରାପଡାର କମଳା ମହାରଣାଙ୍କ ପରଲୋକ ଘଟିଛି । ଆଜି ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।