ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ବନମାଲିପୁର ଛକ ନିକଟରେ ବାଇକ ସହ ପୋଲିସ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।