Surprise Me!

ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା, ଲୋକାରଣ୍ୟ ଗୋଲବଜାର

2025-06-02 355 Dailymotion

ସମ୍ବଲପୁରରେ ଆଜି ଦିନ ସାରା ଚାଲିବ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା । ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଶିବ-ପାର୍ବତୀ ।