ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ । ଶ୍ରମିକ ବଦଳରେ ମେସିନରେ କାମ କରାଯାଉଥିବା ଅଭିଯୋଗ । ସରକାରୀ ଅଧିକାରୀ କହିଲେ କାର୍ଯ୍ୟାନୁଷ୍ଠାନ ହେବ ।