Surprise Me!

ଜଙ୍ଗଲ ଜଗୁଛି ଏଆଇ କ୍ୟାମେରା, ଧରାପଡିଲେ ହେବ କାର୍ଯ୍ୟାନୁଷ୍ଠାନ

2025-06-06 2 Dailymotion

ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲ ମଧ୍ୟରେ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ବନ ବିଭାଗ କର୍ମଚାରୀ ଦିନରାତି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ।