Surprise Me!

'ଆମେ କାଳିଆ ସେବକ', ରଥ ନିର୍ମାଣରେ ଉଚ୍ଚ ଶିକ୍ଷିତ ସେବାୟତ

2025-06-07 954 Dailymotion

ସାଆନ୍ତେଙ୍କ ସେବା ଆଗରେ ଆଉ ସବୁ ତୁଚ୍ଛ । ସେବକ କୂଳରେ ଜନ୍ମ ହୋଇ ମିଳେ କୋଟି ଜନ୍ମର ପୁଣ୍ୟ । ମହାପ୍ରଭୁଙ୍କ ସେବାରେ ସମର୍ପିତ ଯଶୋବନ୍ତ ଓ ଆଲୋକ ।