ଡକାୟତି ଯୋଜନା କରୁଥିବା ବେଳେ ପୋଲିସର ଏକ ସ୍ପେଶାଲ ଟିମ ଚାନ୍ଦିପୁର ଥାନା ଗବଗାଁ ନିକଟ ଗଙ୍ଗାରାମ ପଡ଼ିଆରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।