ସରକାର ଚାଷୀଙ୍କଠୁ ଚାରି ମାସ ହେଲା ଧାନ କିଣିଥିଲେ ସୁଦ୍ଧା ଟଙ୍କା ଦେଇନାହାନ୍ତି । ଏହାକୁ ନେଇ ରାଇଘର ଚାଷୀ ଧାରଣା ଦେଇଛନ୍ତି । ଏହାକୁ ସମର୍ଥନ କରିଛି ବିଜେଡି ।