Surprise Me!

ସ୍ନାନଯାତ୍ରା 2025; ଆତଙ୍କୀ ହାମଲା ପ୍ରତିହତ ପାଇଁ ଆଣ୍ଟି ଟେରୋରିଷ୍ଟ୍ ସ୍କ୍ୱାର୍ଡ, ରକ୍ଷକ ଯାନ ମୁତୟନ

2025-06-10 7 Dailymotion

ଆସନ୍ତାକାଲି ମହାପ୍ରଭୂଙ୍କ ସ୍ନାନ ଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ।