ମୁଖ୍ୟମନ୍ତ୍ରୀ ୧୦ ଟି ବିନ୍ଦୁ ଉପରେ ସରକାରଙ୍କ ସଫଳତାର ଶ୍ୱେତପତ୍ର ଜାରି କରିଛନ୍ତି । ଇଚ୍ଛା ଶକ୍ତି ଥିଲେ ୨୪ ବର୍ଷ ନୁହେଁ, ୨୪ ମିନିଟ ଯଥେଷ୍ଟ କହିଲେ ମୁଖ୍ୟମନ୍ତ୍ରୀ ।