Surprise Me!

ମହାପ୍ରଭୁଙ୍କ ସେବାରେ ଶିଳ୍ପୀ, ଉଜ୍ଜୀବିତ ହେଉଛି ପଟିଦିଅଁ ପରମ୍ପରା

2025-06-11 120 Dailymotion

ଶିଳ୍ପୀମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ପଟିଦିଅଁ ଆଙ୍କିବା ପାଇଁ ସ୍ୱୀକୃତି ମିଳିଥାଏ। ସ୍ନାନ ପୂର୍ଣ୍ଣିମାର ୭ ଦିନ ପୂର୍ବରୁ ଅଙ୍କନ ପ୍ରସ୍ତୁତି ଆରମ୍ଭ ହୋଇଥାଏ।