ପବିତ୍ର ସ୍ନାନପୂର୍ଣ୍ଣିମାରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ରଥ କାର୍ଯ୍ୟର ସମୀକ୍ଷା କରିଥିଲେ ।