ଭଦ୍ରକ ଓ କେନ୍ଦୁଝରକୁ ବ୍ୟାପିଲା ଡାଇରିଆ । ଯାଜପୁରରେ ଆସୁଛି ସୁଧାର । ଘରକୁ ଘର ବୁଲି ଡାଇରିଆ ରୋଗୀ ଚିହ୍ନଟ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ ।