Surprise Me!

ଦୁଇ ହାର୍ଡକୋର ମାଓବାଦୀ ଗିରଫ, ମୁଣ୍ଡ ଉପରେ ଥିଲା ୪ ଲକ୍ଷ ପୁରସ୍କାର

2025-06-13 5 Dailymotion

ଓଡ଼ିଶା ମୁହାଁ କି ଛତିଶଗଡ ମାଓବାଦୀ । ରେକି କରିବାକୁ ଆସି ଫସିଗଲେ ଦୁଇ ଛତିଶଗଡର ମାଓବାଦୀ । ମାଲକାନଗିରିରେ 2 ମାଓବାଦୀ ଗିରଫ ।