ୟୁକେରେ ରୋଷେୟା ଭାବେ କାମ କରୁଥିବା ରାଜସ୍ଥାନ ଉଦୟପୁରର ଦୁଇ ବନ୍ଧୁ ପ୍ରକାଶ ଚନ୍ଦ୍ର ମେନାରିଆ ଏବଂ ବୃଦ୍ଧି ଚନ୍ଦ୍ର ମେନାରିଆ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଗଲେ।