ଯାଜପୁର ଜିଲ୍ଲାରେ 41ଟି ନମୁନାରୁ 8 କଲେରା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ରଜ ଉତ୍ସବରେ ଭୋଜିଭାତ ବ୍ୟାନ ।