ଭୁବନେଶ୍ବର ମଝି ଆକାଶରେ ଆଉ ଘଣ୍ଟା ଘଣ୍ଟା ଧରି ଚକର କାଟିବ ନାହିଁ ବିମାନ । ଖୁବଶୀଘ୍ର ଆରମ୍ଭ ହେବ ପାରାଲାଲ ଟାକ୍ସି ଟ୍ରାକ ।