ଅଣ-ସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ । ରଥ ଉପରେ ମୋବାଇଲ ବ୍ୟାନ୍ । ପହଣ୍ଡିରେ କେଉଁ ସେବାୟତ ରହିବେ ସମସ୍ତଙ୍କ ତାଲିକା ପ୍ରସ୍ତୁତ ହେବ ।