ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି । ଆଜି ପଞ୍ଚମ ଦିନରେ ଜ୍ବରରୁ ଉପଶମ ପାଇଁ ଶ୍ରୀଅଙ୍ଗରେ ଆଜି ଲାଗିବ ଫୁଲୁରି ତେଲ ।