Surprise Me!

ରାଜଧାନୀରେ ଡାଇରିଆ ଆତଙ୍କ; ଝାଡାବାନ୍ତି ବ୍ଯାପିବା ପରେ ଚେଇଁ ଉଠିଲା BMC, ଜଳ ନମୁନା ସଂଗ୍ରହ, ବାସି ଖାଦ୍ୟ ଯାଞ୍ଚ

2025-06-16 4 Dailymotion

ରାଜଧାନୀରେ ଡାଇରିଆ ଆତଙ୍କ । ୩ଟି ଜୋନରୁ ଜଳ ନମୁନା ସଂଗ୍ରହ କଲା ବିଏମସିର ସର୍ଭେଲାନ୍ସ ଟିମ । ବାସି ଖାଦ୍ୟ ଯାଞ୍ଚ କରି ୧୦ରୁ ହଜାର ଉର୍ଦ୍ଧ୍ଵ ଟଙ୍କା ଫାଇନ ଆଦାୟ ।