Surprise Me!

ରାଜ୍ୟରେ ଡାଇରିଆ ହାହାକାର; ଜିଲ୍ଲାରୁ ଜିଲ୍ଲା ଡେଉଁଛି ଝାଡାବାନ୍ତି, ଅସ୍ତରଙ୍ଗରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, SCBରେ ଜଣେ ମୃତ

2025-06-16 2 Dailymotion

ଅସ୍ତରଙ୍ଗରେ ଝାଡାବାନ୍ତିରେ ୨୪ ଘଣ୍ଟାରେ ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି । ଏପଟେ କଟକ ବଡ଼ମେଡିକାଲରେ ଜଣେ ଡାଇରିଆ ରୋଗୀଙ୍କ ମୃତ୍ୟୁ ।