ରାଜ୍ୟରେ ବ୍ୟାପୁଛି ଡ଼ାଇରିଆ । ସମସ୍ତ ଜିଲ୍ଲାକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।