Surprise Me!

ଓଡ଼ିଆ ଫିଲ୍ମ 'ଆଇ ଆମ୍ କାଳିଆ'ର ଅଡିଓ ରିଲିଜ, ଏହି ଦିନ ପରଦାକୁ ଆସିବ

2025-06-19 1 Dailymotion

ଆସୁଛି ପ୍ରଭୁ ଜଗନ୍ନାଥଙ୍କ ଉପରେ ନିର୍ମିତ ଓଡ଼ିଆ ଫିଲ୍ମ 'ଆଇ ଆମ୍ କାଳିଆ' । ଏହାର ଅଡିଓ ରିଲିଜ ହୋଇଛି । ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ଜାଣନ୍ତୁ..