Surprise Me!

ଡରାଉଛି ଡାଇରିଆ, ଯାଜପୁର-ଭଦ୍ରକରେ ସ୍କୁଲ ଛୁଟି

2025-06-19 21 Dailymotion

ଜୁନ ୨୪ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ । ଭଦ୍ରକରେ ବି 2 ଦିନ ଶିକ୍ଷାନୁଷ୍ଠାନ ଛୁଟି ।