ଅଣସରର ଦଶମୀ ତିଥିରେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇ ଆସିଥିବା ଦଶମୂଳ ମୋଦକ ଆଜି ଏକାଦଶୀ ତିଥିରେ ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ।