ରାଜ୍ୟର ଏକମାତ୍ର "ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ" ବା OSOU ରେ ଆଗାମୀ ଦିନରେ ସେଲଫ କେୟାର ଓ ୱେଲନେସ ଉପରେ ଏକ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।