Surprise Me!

ଏକ ନମ୍ବର ଟୁରିଷ୍ଟ ଡେଷ୍ଟିନେସନ ହେବ ଓଡିଶା, ଆସନ୍ତା ୨୫ରେ ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ

2025-06-22 3 Dailymotion

ପର୍ଯ୍ୟଟନ କ୍ଷେତ୍ରରେ କେବଳ ଭୁବନେଶ୍ୱର, କଟକ ନୁହେଁ ସାରା ଓଡିଶାକୁ ଫୋକସ କରିବା ପାଇଁ ଦାବି । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ 2025 ।