ବଢିଛି ଅସଦାଚରଣ ଦୁଷ୍କର୍ମ ଓ ହତ୍ୟା ଘଟଣା । ଏହାକୁ ପ୍ରତିବାଦ କରି ଜୁନ ୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ।