ଜମିର କିସମକୁ ସରଳୀକରଣ କରି ୨୨ରେ ସ୍ଥିର କରାଯାଇଥିବା ବେଳେ ଜମି ସ୍ଵତ୍ତ୍ଵର ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ କରି ଏହାକୁ ୪ରେ ସୀମିତ ରଖାଯାଇଛି।