Surprise Me!

ଦୁଇଦିନ ପରେ ଘୋଷଯାତ୍ରା, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

2025-06-24 5 Dailymotion

ଆଉ ଦୁଇ ଦିନ ପରେ ମହାପ୍ରଭୁ, ବଡଭାଇ ଓ ଅଲିଅଳି ଭଉଣୀଙ୍କୁ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ରଥଖଳା ।