ପ୍ରତିଭାର ପାଦକୁ ରୋକିପାରେନି ବୟସ । ୫୨ବର୍ଷରେ ଓଲିଉଡରେ ଡେବ୍ୟୁ କରି ଦର୍ଶକଙ୍କ ମନ ଜିଣିଛନ୍ତି 'ଅନନ୍ତା' ବୋଉ ଜ୍ୟୋର୍ତିମୟୀ ପଣ୍ଡା । କେମିତି ପାଇଥିଲେ ସୁଯୋଗ ଇଟିଭି ଭାରତରେ ଜ୍ୟୋର୍ତିମୟୀଙ୍କ ଖୁଲାସା..