Surprise Me!

ରଥରେ ଅଣସେବାୟତ ଚଢିଲେ କଡା କାର୍ଯ୍ୟାନୁଷ୍ଠାନ, ମୋବାଇଲକୁ ନା..

2025-06-24 15 Dailymotion

ରଥଯାତ୍ରାରେ ପହଣ୍ଡି ନୀତିକୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ । ରଥ ଉପରକୁ ମୋବାଇଲ ଓ ଅଣସେବାୟତଙ୍କୁ ନିଶେଦ୍ଧ ।