Surprise Me!

କାହିଁକି ହୁଏ ନବଯୌବନ ବେଶ, ନେତ୍ରୋତ୍ସବ କଣ ?

2025-06-26 5 Dailymotion

ସକାଳ 7ଟା 30ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନବଯୌବନ ଦର୍ଶନ । 15ଦିନ ଅଣସର ରହିବା ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ଠାକୁର ।