Surprise Me!

ବଡ଼ ଡକାୟତି ଯୋଜନା ପଣ୍ଡ, ଲୁଟ ପାଇଁ ପ୍ଲାନ ବେଳେ ଧରିନେଲା ପୋଲିସ

2025-06-26 4 Dailymotion

ଭରତପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ୩ ଜଣ ଗିରଫ ହୋଇଛନ୍ତି । ଲୁଟ ପାଇଁ କରୁଥିଲେ ପ୍ଲାନ । ମାଡିବସିଲା ପୋଲିସ ।