କେନ୍ଦ୍ରାପଡା ଜିଲ୍ଲା କାକଟପୁର ଜଗନ୍ନାଥ ମନ୍ଦିରରେ ଶିକୁଳିରେ ବନ୍ଧା ହୋଇ ପୂଜା ପାଆନ୍ତି କାଳିଆ ସାଆନ୍ତ । ରଥଯାତ୍ରାର ପରମ୍ପରା ଏଟାରେ ଭିନ୍ନ । ଲୁହା ଚେନରେ ଟଣା ହୁଏ ରଥ ।