ଝାରସୁଗୁଡ଼ା ସହର ଉପକଣ୍ଠ କୁକୁର ଜଙ୍ଘା ଠାରେ ରଥଯାତ୍ରା ନେଇ ଅନନ୍ୟ ଐତିହ୍ୟ ରହିଛି । ୧୬ ଚକ ବିଶିଷ୍ଠ ରଥରେ ବିଜେ ହୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତି ।