ଭୁବନେଶ୍ୱର ଇସ୍କନରେ ଗଡ଼ିଲା ରଥ । ମାଉସୀମା ଅଭିମୁଖେ ତିନିରଥ । ଘଣ୍ଟାଘଣ୍ଟା ହୁଳହୁଳି ଓ ହରିବୋଲ ଧ୍ୱନିରେ କମ୍ପୁଛି ପଥ । ସୁଭଦ୍ରା ରଥକୁ ଟାଣୁଛନ୍ତି ମହିଳା ଭକ୍ତ ।