Surprise Me!

ପୁରୀ ଶରଧାବାଲିରେ ବଡ଼ ଅଘଟଣ; ନନ୍ଦିଘୋଷ ରଥ ସମ୍ମୁଖରେ ଠେଲାପେଲା, ତିନି ଜଣଙ୍କ ମୃତ୍ୟୁ

2025-06-29 17 Dailymotion

ଶରଧାବାଲିରେ ଅଘଟଣ । ଶ୍ରୀଗୁଣ୍ଡିଚା ମନ୍ଦିର ରଥ ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି । ତିନି ଜଣଙ୍କ ମୃତ୍ୟୁ ସୂଚନା ।