ବୈତରଣୀ ନଦୀର ଜଳସ୍ତର ବୃଦ୍ଧି, ଭୟଭୀତ ଅବସ୍ଥାରେ ଦଶରଥପୁର, ବିଂଝାରପୁର ଓ କୋରେଇ ବ୍ଲକ ବାସିନ୍ଦା। କମିଲେ କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।