ଓଏଏସ ସଂଘ ଆନ୍ଦୋଳନର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ସେପଟେ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରିଛନ୍ତି ବନ୍ୟାଞ୍ଚଳ ଓ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଓଆରଏସ ସଂଘ ।