Surprise Me!

5 ବର୍ଷ ପରେ ଫେରିଲେ, ହେଲେ ଜୀବିତ ନୁହେଁ, ମରଶରୀର

2025-07-03 50 Dailymotion

ତେଲେଙ୍ଗାନା ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା ଯାଜପୁର ଓ ଗଞ୍ଜାମର ଦୁଇ ଜଣଙ୍କ ମୃତଦେହ ଜନ୍ମମାଟିକୁ ଫେରିଛି। ରୋଜଗାରିଆ ପୁଅକୁ ହରାଇ ଶୋକରେ ବୁଡ଼ିଛି ପରିବାର ।