ଆଜି ପବିତ୍ର ବାହୁଡା ଯାତ୍ରା । ନବଦୀନାତ୍ମକ ଲୀଳାଖେଳ ସାରି ଶ୍ରୀମନ୍ଦିର ବାହୁଡିବେ ମହାପ୍ରଭୁ । ଶରଧାବାଲିରେ ଅପେକ୍ଷାରତ ଭକ୍ତ ଓ ତିନି ରଥ ।