ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ନିଷ୍ପତ୍ତି କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛି । କେମିତି ଅଛି ତଳିଆ ଅଞ୍ଚଳ ସ୍ଥିତି, 'ଇଟିଭି ଭାରତ'ର ରିୟଲିଟି ଚେକ୍ ।