Surprise Me!

Rain Alert: ଆସୁଛି ଆଉ ଏକ ଲଘୁଚାପ, ଛେଚିବ ବାଦଲ ଫଟା ବର୍ଷା

2025-07-05 10 Dailymotion

ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ କିଛି ଦିନ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।