ରଥଯାତ୍ରା ଦିନ ଘଟିଥିବା ବିଭ୍ରାଟ ଯେମିତି ବାହୁଡା ଯାତ୍ରାରେ ପୁନରାବୃତ୍ତି ନହୁଏ ସେଥିପାଇଁ ଉଭୟ ସେବାୟତ ଓ ପ୍ରଶାସନ ସତର୍କ ରହିଛନ୍ତି ।